ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାଇଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୦୪-୦୧-୨୦୨୪ ଯାଜପୁର ଜିଲ୍ଲା ବରୀ ବ୍ଳକ ସ୍ଥିତ ଅଟିରା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାଇଶତମ ବାର୍ଷିକ ଉତ୍ସବ ଶେଷ ହୋଇଯାଇଛି।ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ବିଶ୍ବାଳ,ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଵା ବେଳେ,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ,ପ୍ରଧାନଶିକ୍ଷକ ସୁକଦେଵ ପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ସମାଜସେବୀ ଅରବିନ୍ଦ ମହାନ୍ତି,ମୁଖ୍ୟ ବକ୍ତା ଡ଼.ନିରଞ୍ଜନ ସାହୁ ପିଲାମାନଙ୍କ … Continue reading ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାଇଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।